ରାଉରକେଲା ୩।୧: ରାଉରକେଲା NITରେ ୩ କୋଭିଡ୍ ପଜିଟିଭ ଚିହ୍ନଟ । ପଜିଟିଭ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି । ସମସ୍ତଙ୍କୁ NIT ଆଇସୋଲେସନରେ ରଖାଯାଇଛି । ସସମସ୍ତ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ଏ ନେଇ NIT ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |