ରାଜକନିକା,୨୩/୦୫-ଆଜି ରାଜକନିକା ବ୍ଳକରେ ପହଂଚିଛନ୍ତି ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ବାତ୍ୟା ୟାସ୍ରେ ଲୋକମାନଙ୍କୁ ତତ୍କାଳ ସହାୟତା ପାଇଁ ଏହି ଟିମ୍ ପ୍ରସ୍ତୁତ ରହିଛନ୍ତି । ଜାଗୁଳାଇପଡ଼ା ପଂଚାୟତ କାର୍ଯ୍ୟାଳୟ ଠାରେ ସେମାନଙ୍କ ଅତ୍ୟାଧୁନିକ ସରଞ୍ଜାମକୁ ପ୍ରସ୍ତୁତ କରି ସାମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଜଗିରହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |