ରାଜକନିକା:ସଢୁର ଭୁଜାଲି ଆକ୍ରମଣରେ ସଢୁ ମୃତ

କେନ୍ଦ୍ରାପଡା,୩/୯:କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଧୀନ ତରାସଗାଁ ଘଟିଛି ଏକ ଅଭାବନୀୟ ଘଟଣା ତରାସ ଗାଁର ଗଣେଶ ଚନ୍ଦ୍ର ସାମଲ ଓ ଆଳି ସାନ ଆଙ୍କୋ ସୁରେଶ ବସନ୍ତିଆଁ ଦୁଇ ସଢୁ । ହେଲେ ଉଭୟଙ୍କ ମଧ୍ୟରେ ପାରିବାରିକ କଲହ ଲାଗି ରହୁଥିବାରୁ ପୃର୍ବ ଯୋଜନା ମୁତାବକେ ସୁରେଶ ଗଣେଶଙ୍କ ଛାତ ଉପରେ ଲୁଚି ରହିଥିଲା ଭୋର ୪ଟା ସମୟରେ ଗଣେଶ ଘରୁ ବାହାରକୁ ବାହାରିଥିବା l ସୁରେଶ ଗଣେଶ ଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା l ଗଣେଶ ଚିକାର ଶୁଣି ସ୍ତ୍ରୀ ପ୍ରତିମା ଓ ଗଣେଶର ମା ମାଳତି ରକ୍ଷାକରିବାକୁ ଆସିଥିଲେ ଉଭୟଙ୍କୁ ମଧ୍ୟ ଆକ୍ରମଣ କରିଥିଲା l ଗଣେଶକୁ ଗୁରୁତ୍ୱର ଅବସ୍ଥାରେ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦରେ ଭର୍ତି ଲକରାଯାଇଥିଲା l ହେଲେ ଗଣେଶରଙ୍କୁ ଡାକ୍ଟର ମୃତ ଘୋଷଣା କରିଛନ୍ତି l ସ୍ତ୍ରୀ ଓ ଅନ୍ୟ ଦୁଇ ଜଣଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି l ସୁରେଶକୁ ସ୍ଥାନ୍ୟ ଲୋକେ ଅଟକ ରଖି ପୁଲିସିର ଜିମା ଦେଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରୁଛି l:

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: