ରାସ୍ତା ମଝିରେ ଡ୍ୟାନ୍ସ କରି ଫସିଲେ ମଡେଲ

ଇନ୍ଦୋର ୧୫/୦୯:  ଇନ୍ଦୋରର ରସୋମା ଛକରେ ଜଣେ ମଡେଲ ନୃତ୍ୟ କରୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏପରିକି ସେ ନିଜେ ତାଙ୍କର ସେହି ଭିଡିଓକୁ ଇନଷ୍ଟାରେ ପୋଷ୍ଟ କରିଥିଲେ । ଗହଳିପୂର୍ଣ୍ଣ ରାସ୍ତାରେ ଡ୍ୟାନ୍ସ କରି ଏବେ ଯୁବତୀ ଫସିଛନ୍ତି । ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ ଗୃହମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଘଟଣାରେ ଟ୍ରାଫିକ୍‌ ପୋଲିସ ଭିଡିଓ ସୁଟ୍‌ କରୁଥିବା ଯୁବକ ଏବଂ ଡ୍ୟାନ୍ସ କରୁଥିବା ଯୁବତୀଙ୍କ ସମ୍ପର୍କରେ ସୂଚନା ଏକତ୍ରିତ କରିଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ଯୁବତୀଙ୍କୁ ନୋଟିସ ଦିଆଯାଇଥିବା କହିଛନ୍ତି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: