ଲୁଇସ୍ ଗ୍ଲୁକଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୮ /୧୦:ଆମେରିକୀୟ କବୟିତ୍ରୀ  ଲୁଇସ୍ ଗ୍ଲୁକ୍‌ଙ୍କୁ ସାହିତ୍ୟ ପାଇଁ ୨୦୨୦ର ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । କବିତାରେ ‘ବ୍ୟକ୍ତି ସତ୍ତାକୁ ଜାଗତିକ କରୁଥିବା ସରଳ ସୌନ୍ଦର୍ଯ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି’ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଉଥିବା କଥା ଏକାଡେମି କହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: