ସପୁରିକୁ ନିୟମିତ ଭାବେରେ ଖାଇଲେ କର୍କଟରୋଗ ହେବାର ଆଶଙ୍କା କମ ଥାଏ ।
ସପ୍ତାହକୁ ଥରେ କିମ୍ବା ଦୁଇଥର ଏହାର ରସ ପିଇବା ଭଲ ।
ମ୍ୟାଗ୍ଣେସିୟମ ଏଥିରେ ଅଧିକ ମାତ୍ରରେ ଥିବାରୁ ହାଡ ମଜବୁତ ରଖିବାରେ ସହାୟକ ହୁଏ ।
ଲଣ୍ଡନର ଗବେଷକଙ୍କ ଅନୁଯାୟୀ , ଏହି ଫଳରେ କ୍ୟାଲୋରୀ କମ ଥିବା ସହ ମିଠା ମଧ୍ୟ କମ ଥାଏ । ସେଥିପାଇଁ ମଧୁମେହ ରୋଗୀ ଏହାକୁ ଖାଇପାରିବେ ।
ହୃଦରୋଗ ସମ୍ବଦ୍ଧିତ ରୋଗ ପାଇଁ ଏହାର ରସ ସର୍ବୋତ୍ତମ । ଫାଇବର ର ମାତ୍ର ଏହି ଫଳରେ ଅଧିକ ଥିବା ଯୋଗୁଁ ପାଚନ ପ୍ରକ୍ରିୟା ଉତ୍ତମ ରୁହେ ।
ସପୁରିର ଆଣ୍ଟିଅକ୍ସିଡାଣ୍ଟ ପାଇଁ ଯୁବତୀ ମାନେ ଏହାକୁ ଖାଇବା ଭଲ । ତ୍ଵଚାରେ ଏକ ଚମକ ଆସିବା ସହ ଭାଙ୍ଗ ପଡିନଥାଏ ।
ଏହି ଫଳ ଖାଇଲେ ଭୋକ ବୃଦ୍ଧି ହୁଏ ।
ଦୈନିକ ଖାଲି ପେଟରେ ଏକ ଗିଲାସ ସପୁରି ରସ ପିଇଲେ ଶରୀରକୁ ଶକ୍ତି ମିଳେ ।
ପ୍ରତ୍ୟେକ ଆମେରିକୀୟ ବିଦ୍ୟାଳୟରରେ ପିଲାଙ୍କୁ ନିୟମିତ ସପୁରି ଖାଇବା ପାଇଁ ବାଧ୍ୟତାମୂଳକ ନିୟମ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |