ଶ୍ରୁତକୀର୍ତ୍ତି ମିଶ୍ରଙ୍କୁ “ରଘୁବଂଶୀ ସମ୍ମାନ”

ସୁବର୍ଣ୍ଣପୁର,୩/୫:ତରଭା ଅଞ୍ଚଳର ଶ୍ରୀମତୀ ଶ୍ରୁତକୀର୍ତ୍ତି ମିଶ୍ରଙ୍କୁ ନାଟ୍ୟ ମହର୍ଷି ପ୍ରଡକ୍ସନ୍ ୟୁଟୁବ୍ ଚ୍ୟାନେଲ୍, ପୁଡାପଦର,ଆଗଲପୁର,ବଲାଙ୍ଗିର ଅନୁଷ୍ଠାନ ଦ୍ବାରା
“ରଘୁବଂଶୀ ସମ୍ମାନ”ରେ ସମ୍ମାନୀତ କରାଯାଇଛି । ଉକ୍ତ ଅନୁଷ୍ଠାନର ସଂପାଦକ ନାଟ୍ୟ ମହର୍ଷି ଭରତ ଧରୁଆ ମାନପତ୍ର ପ୍ରଦାନ କରିଛନ୍ତି ।ତାଙ୍କର କବିତାର ଶୀର୍ଷକ – କୈକେୟୀ ଉଚ୍ଚ ପ୍ରଶଂସିତ ହୋଇ ପାରିଛି ।ସେ ଜଣେ ସୁଗୃହିଣୀ ଅଟନ୍ତି । ଛାତ୍ରୀ ଜୀବନରୁ ତାଙ୍କର ଲେଖା ଜାରି ରହିଛି । ତାଙ୍କର ଏହି ସଫଳତାପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

WhatsApp Image 2021 05 03 at 8.02.05 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: