ବ୍ରହ୍ମପୁର-୨୭/୯(ମନୋଜ କୁମାର ପାତ୍ର):ଖାଦ୍ୟ ଶସ୍ୟରେ ମାଁ କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।ସୋରଡ଼ା ତଥା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କଣ୍ଟା ପୀଡ଼ା ଯାତ୍ରା ଅବସରରେ ବିଭିନ୍ନ ଖାଦ୍ୟ ଶସ୍ୟରେ ମା କନ୍ଧୁଣୀ ଦେବୀଙ୍କ ଅବିକଳ ପ୍ରତିମା ନିର୍ମାଣ କରିଛନ୍ତି।ଏହି ଖାଦ୍ୟ ଶସ୍ୟ ମଧ୍ୟରେ ରହିଛି ବିରି,ଚାଉଳ,ଡାଲି,ମୁଗ, ମସୁର ଡାଲି,କୋଳଥ,ସାଗୁ,ସାଇବ ଚଣା ଡାଲିରେ ତିଆରି ହୋଇଛି। ଅତି ଆକର୍ଷଣ ହୋଇଛି ଏହି ମୂର୍ତ୍ତି।ଏହି ବର୍ଷ ମଧ୍ୟ ମାଁ କନ୍ଧୁଣୀ ଙ୍କ ଯାତ୍ରା କରୋନା ପାଇଁଁ ଫିଖା ପଡ଼ିଯାଇଛି।ତେବେ ଏହି ବିପଦ ସଂକଟରୁ ରକ୍ଷା କରବା ପାଇଁ ମାଁ କନ୍ଧୁଣୀ ଦେବୀଙ୍କୁ ଗୁହାରି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |