ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ରାପଡ଼ାରେ ଡିଆଇଜି ଜୟନାରାୟଣ ପଙ୍କଜ

କେନ୍ଦ୍ରାପଡ଼ା,୨୩/୦୫:-ଆଜି ଡିଆଇଜି ଜୟନାରାୟଣ ପଙ୍କଜ କେନ୍ଦ୍ରାପଡ଼ା, ମହାକାଳପଡ଼ା ବ୍ଳକ ଗ୍ରସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବିଭିନ୍ନ ଅଂଚଳ ଗ୍ରସ୍ତ କରି ଫେରିଯାଇଚନ୍ତି । ଯଦି ବାତ୍ୟା ଆସେ କିଭଳି ଏହାକୁ ସମ୍ମୁଖିନ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଫେରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: