ସାଧାରଣତନ୍ତ୍ର ଦିବସରେ ୨୦ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୨୦।୧ : ସାଧାରଣତନ୍ତ୍ର ଦିବସରେ   ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହେବାକୁ ଥିବାବେଳେ ୨୦ ଜିଲାରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ଏ ନେଇ ଶୁକ୍ରବାର ଏକ ତାଲିକା ପ୍ରକାଶ ପାଇଛି ।
ତେବେ କେଉଁଠି କି’ଏ ପତାକା ଉତ୍ତୋଳନ କରିବେ ଜାଣନ୍ତୁ।

ମନ୍ତ୍ରୀ ଜଗନ୍ନାଥ ସାରକା- ଗଜପତି
ନିରଞ୍ଜନ ପୂଜାରି- କଟକ
ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଗଞ୍ଜାମ
ପ୍ରଦୀପ କୁମାର ଅମାତ- ସୁବର୍ଣ୍ଣପୁର
ପ୍ରମିଳା ମଲ୍ଲିକ- ଜଗତସିଂହପୁର
ଉଷା ଦେବୀ- କେନ୍ଦୁଝର
ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦ୍ରାପଡ଼ାରେ
ପ୍ରତାପ କେଶରୀ ଦେବ- ପୁରୀ
ଅତନୁ ସବ୍ୟସାଚୀ ନାୟକ- ଢେଙ୍କାନାଳ
ନବ କିଶୋର ଦାସ- କଳାହାଣ୍ଡି
ଟୁକୁନି ସାହୁ- ମାଲକାନାଗିର
ଅଶୋକ ଚନ୍ଦ୍ର ପଣ୍ଡା- ମୟୁରଭଞ୍ଜ,
ରାଜେନ୍ଦ୍ର ଢୋଲକିଆ- ବରଗଡ଼
ସମୀର ରଞ୍ଜନ ଦାସ- ବାଲେଶ୍ୱର
ପ୍ରୀତି ରଞ୍ଜନ ଘଡେଇ- ସୁନ୍ଦରଗଡ଼ରେ
ଶ୍ରୀକାନ୍ତ ସାହୁ- କନ୍ଧମାଳ
ତୁଷାରକାନ୍ତି ବେହେରା- କୋରାପୁଟ
ରୋହିତ ପୂଜାରୀ- ବଲାଙ୍ଗୀର
ରୀତା ସାହୁ- ସମ୍ବଲପୁର
ବାସନ୍ତୀ ହେମୱ୍ରମ- ଦେଓଗଡ଼ରେ

ସେହିପରି ଅନୁଗୋଳ, ଭଦ୍ରକ, ବୌଦ୍ଧ, ଯାଜପୁର ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ଜିଲାପାଳ ପତାକା ଉତ୍ତୋଳନ କରିବେ । ଅନ୍ୟପକ୍ଷେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଥିବା ବେଳେ ରାଉରକେଲା ପରେଡରେ ଉତ୍ତରାଞ୍ଚଳ ଆରଡିସି ଅଭିବାଦନ ଗ୍ରହଣ କରିବେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: