ବର୍ଷାଦିନେ ହେଉଥିବା ଫଳ ମାନଙ୍କ ମଧ୍ୟରେ ସୀତା ଫଳ ଅନ୍ୟତମ । ଇଂରାଜୀରେ ଏହାକୁ sugar Apple କୁହାଯାଏ ଏହି ଫଳ ରେ ବହୁ ମାତ୍ରରେ ଭିଟାମିନ୍ ସି ଓ ମ୍ୟାଗ୍ନେସିୟମ ରହିଛି। ଏହା ଛଡା ଭିଟାମିନ ଥିଆମିନ୍ ଓ ବି ୬ ଦେଖାଯାଏ । ମଧୁମେହ ରୋଗୀମାନଙ୍କ ପାଇଁ ଏହା ଖୁବ୍ ଲାଭକାରୀ । ଏହା ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଅନ୍ୟ ରୋଗ ମାନଙ୍କ ମଧ୍ୟରେ ଡାଇରିଆ ଆଣ୍ଠୁଗଣ୍ଠି ବାତ କୁ ଭଲ କରି ଥାଏ। ସୀତାଫଳକୁ କେହିକେହି ଆତ କହନ୍ତି । ବର୍ଷାଦିନେ ଏହି ଫଳ ଖାଇବା ଦରକାର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |