ସୋରରେ ଏନକାଉଣ୍ଟର

ବାଲେଶ୍ଵର, ୨୭।୭  : ସୋରରେ ଏନକାଉଣ୍ଟର।ଗୋପାଳପୁର ଫାଣ୍ଡି ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ରୁଣ୍ଡୁ ମଳିକ ମୃତ । ମୃତକ ହେଲେ ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ । ତାଙ୍କ ନାମରେ ପୂର୍ବରୁ ୩୦ ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ପୋଲିସ୍ ରୁଣ୍ଡୁଙ୍କୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ୍ ଉପରକୁ ଆକ୍ରମଣ  କରିଥିଲା।  ପୋଲିସ୍  ପାଲଟା ଆକ୍ରମଣ କରିଛି। ପୋଲିସ ଗୁଳି କରି ମାରିଦେଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟ ପକ୍ଷରେ ନିଜ ଗୁଳିରେ ନିଜେ ରୁଣ୍ଡୁ ମରିଛି ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!