ସୋୟା ଖାଉଛନ୍ତି କି ? ପାଇବେ ଅନେକ ଫାଇଦା…..
ସୋୟାର ଉପଯୋଗିତା :
-
ଏହା ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା କରେ ।
-
ହୃଦରୋଗଜନିତ ବିପଦ ଆଶଙ୍କାକୁ ଏହା କମ କରେ ।
-
ଏହା ଶରୀରର ହାଡକୁ ସୁଦୃଢ କରେ ।
-
ଅଧିକ ତନ୍ତୁଯୁକ୍ତ ହୋଇଥିବାରୁ ଏହା ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରେ ।
-
ମେନୋପଜ ସମୟରେ ହରମୋନର ଅସନ୍ତୁଳନଗତ ଅସୁବିଧା ଦୂର କରିବାରେ ଏହା ସାହାଯ୍ୟ କରେ ତଥା ଆଷ୍ଟିଓପେରୋସିସ ଭଳି ରୋଗରୁ ରକ୍ଷା କରେ ।
-
ପ୍ରତିଦିନର ଆହାରରେ ସୋୟା ଉତ୍ପାଦିତ ଖାଦ୍ୟର ମାତ୍ରା ବୃଦ୍ଧି ଆମ ଶାରୀରିକ ଫିଟ୍ ନେସ ର ଅଭିବୃଦ୍ଧି କରାଏ ।
-
ସୋୟା ସବୁ ବୟସ ପାଇଁ ଉପଯୋଗୀ । ଏହା ତନ୍ତୁଯୁକ୍ତ ଏବଂ ସହଜରେ ହଜମ ହୁଏ । ତେଣୁ ପିଲା , ବୁଢା ,ଗର୍ଭବତୀ ମହିଳା , ପେରୀ ମେନୋପଜ ଏବଂ ମେନୋପଜ ସ୍ତରରେ ଥିବା ମହିଳା ତଥା ହାଟପେସେଣ୍ଟଙ୍କ ପାଇଁ ଏହା ଖୁବ ଉପଯୋଗୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |