ସ୍ୱର୍ଗତ ପ୍ରଲାଦ ଗୌଡ଼ଙ୍କୁ ସ୍ମୁତି ଚରଣ କଲେ ଶ୍ରୀକ୍ଷେତ୍ର ଦେଶିଆ ନାଟ ସଙ୍ଗ

ଝରିଗାଁ ,୨୯/୫,( ଭୋଦେବ ଗୌଡ଼):ଝରିଗାଁ ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟ ସଙ୍ଗ ର ଏକ ବୈଠକ ସୋଖ ସଭା ଅନୁଷ୍ଠିତ ହେଇଥିଲା।  ଉକ୍ତ ବୈଠକ ରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତପେଣ୍ଡାପ୍ରସାଦ ନାୟକ ସଭାପତି ଆସନ ଗ୍ରହଣ କରିଥିଲେ ଓ ସ୍ୱର୍ଗତ ପ୍ରଲାଦ ଗୌଡ଼ ଙ୍କ ସକଶବା ହେଇଥିଲା।  ଉକ୍ତ ସଭାରେ ନବରଙ୍ଗପୁର ଜିଲ୍ଲାର ଦଶଗୋଟି ବ୍ଲକର ସଭାପତି ମାନେ ଉପସ୍ଥିତ ଥିଲେ। କାର୍ତକଭତରା. ଉଦେୟ ସୁନା. କୈଳାସ ଚନ୍ଦ୍ର ନାୟକ. ସିମାଞ୍ଚଳ ନାହକ. ଫୁଲିସିଂ ହରିଜନ. କୁନୁ ଗୁରୁ. ରମାକାନ୍ତ ନାୟକ ଉପସ୍ଥିତ ରହି ଥିଲେ।  ସର୍ବ ଶେଷରେ. ଲଷ୍ମୀ ନାରାୟଣ ଗଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରିଥିଲେ। ଏହି ସଭାରେ ସ୍ୱର୍ଗତ ପ୍ରଲାଦ ଗୌଡ଼ ଙ୍କ ଫୋଟୋ ଚିତ୍ରରେ ସମସ୍ତେ ଫୁଲ ପ୍ରଦାନ କରିଥିଲେ।

WhatsApp Image 2021 05 28 at 4.46.42 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: