ଭୁବନେଶ୍ବର୨୦/୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ୨ଜଣ ଗିରଫ। କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ। ସମ୍ବଲପୁର ଜେଲ୍ର ଜଣେ ୱାର୍ଡର ମଧ୍ୟ ଗିରଫ। ଉଭୟଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ ପୁଲିସ। ହାଇଦର ଫେରାର୍ ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଳ ମହମ୍ମଦ ମୌସିମ। ପୂର୍ବରୁ ମୌସିମ ସହ ପୁଲିସ କର୍ମଚାରୀଙ୍କୁ ନିଲମ୍ବିିତ କରାଯାଇଛି। ହାଇଦରଙ୍କୁ ଜଗିବା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |