ଯଦି ଆପଣ ଙ୍କ ହୃଦୟ ରେ କିଛି ବି ଅସୁବିଧା ଅଛି । ତେବେ ଆପଣ ପ୍ରତିଦିନ ଯୋଗ ପ୍ରାଣାୟମ ସହିତ ସବୁଜ ପନିପରିବା ଖାଇବା ଦରକାର। ଆଉ ପରିବା ମଧ୍ୟରେ ନିଶ୍ଚିନ୍ତ ଭାବରେ ଖାଆନ୍ତୁ ପୋଟଳ। ପୋଟଳ ରେ ରହିଛି ହୃଦୟ କୁ ବଳ ଦେବାର ଶକ୍ତି। ଏହା ସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏ ଓ ସି ଏବଂ କାର୍ବୋହାଇଡ୍ରେତ୍ ରହିଛି। ଆୟୁର୍ବେଦ ରେ ଏହାକୁ ହୃଦ୍ୟ , କୃମି ନାଶକ ଏବଂ ରୁଚିକର ବୋଲି ବର୍ଣ୍ଣନା କରାଯାଇଛି।’ହଟ ଯୋଗ ପ୍ରଦୀପିକା’ ରେ ଯାହାକି ଯୋଗ ବିଷୟ ରେ ବର୍ଣ୍ଣିତ ସେଥିରେ ପୋଟଳ କୁ ଯୋଗିନୀ ମାନଙ୍କ ର ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରାଯାଇଛି। ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |