ଓ୍ବାଶିଂଟନ,୨୪।୧୨ : ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରୁଥିବା ଆମେରିକା ପ୍ରଥମେ ୟୁକ୍ରେନକୁ ଏହାର ପୃଥୱୀ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଦେବାକୁ ଘୋଷଣା କରିବା ପରେ ଏବେ ୟୁକ୍ରେନକୁ ସହାୟତା କରିବା ପାଇଁ ସରକାରଙ୍କ ଦାବିକୁ ଆମେରିକା ସଦନ ଅନୁମୋଦନ କରିଛି। ଏହି ସାହାଯ୍ୟ ଅସ୍ତ୍ରଶସ୍ତ୍ର ସହିତ ନଗଦ ଅର୍ଥ ଆକାରରେ ପ୍ରଦାନ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |