ନୋଏଡ଼ା ,୭/୧୧: ସୁପରଟେକ୍ ଇକୋ ଭିଲେଜ ଓ୍ବାନରେ ୧୭ମହଲାରୁ ଖସି ପଡ଼ି ଜଣେ ମହିଳା ଏବଂ ୨ବର୍ଷର ନିରୀହ ଶିଶୁର ମୃତ୍ୟୁ ହୋଇ ଯାଇଛି। ପୋଲିସ ଘଟଣା ବିଷୟରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ବର୍ତ୍ତମାନ ଘଟଣାର ସଠିକ୍ କାରଣ ମିଳିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |