୪ ମହଲା ଛାତରୁ ଢେଇଁ ରୋଗୀ ମୃତ

ଢେଙ୍କାନାଳ,୧୮/୦୮: ଢେଙ୍କାନଳ ଜିଲ୍ଲା ମୁଖ୍ୟଚିକିତ୍ସାଳରେ ଘଟିଛି ଅଘଟଣ । ୪ ମହଲା ଛାତରୁ ଢେଇଁ ରୋଗୀ ମୃତ ହୋଇଛି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନାମ ଦୁର୍ଯ୍ୟୋଧନ ନାୟକ । ସେ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।ଗତକାଲି ରାତିରେ ଦୁର୍ଯ୍ୟୋଧନ ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ରାତିରେ ଦୁର୍ଯ୍ୟୋଧନ ମେଡିକାଲର ପୁରୁଷ ଔଷଧ ବିଭାଗର ୪ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: