୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ : ଯୁବକ ଗିରଫ

ଭୁବନେଶ୍ୱର-୧୮/୬(ଓଡ଼ିଆନ୍ ମିଡିଆ) : କୁଇକ ଆକ୍ସନ ଟିମ(QAT) ଓ ବଡଗଡ଼ ଥାନା ପୋଲିସ ମିଳିତ ଚଢ଼ାଉ କରି ସ୍ଥାନୀୟ ବଡଗଡ଼ ଥାନା ଅନ୍ତର୍ଗତ ଚିଲି ପୋଖରୀ ଛକରୁ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଜଣେ ଯୁବକକୁ କବ୍ଜା କୁ ନେଇ ତା ନିକଟରୁ ୫୭୫ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛନ୍ତି।ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଗିରଫ ଯୁବକର ନାମ ବିଟୁ ଖାଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: