44

ouj ପକ୍ଷରୁ ଜଝରୀଗାଁରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

ନବରଙ୍ଗପୁର ,୨୭/୧ସ୍ୱାଧୀନତା ଦିବସ ପାଳନ ଅବସରରେ ଝରୀଗାଁ ouj ସଂଘ ଦ୍ୱାରା ଝରୀଗାଁ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା l ଉପଦେଷ୍ଠା ଗିରିଧର ମାଝୀ ପତାକା ଉତ୍ତୋଳନ କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ତଥା ସଭାପତି ତ୍ରିନାଥ ଧରୁଆ ଉପସଭାପତି ଜୟଶ୍ରୀ ଦାସ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଣ୍ଡେ, ସହସଂପାଦକ ଭୋଦେବ ଗୌଡ଼, ଆଇନ ପରାମର୍ଶ ଦାତା ସଞ୍ଜୟ ନାୟକ କୋଷାଧ୍ୟକ୍ୟ କଳାକାଁହୁ ନଦିଆ, ଜିତେନ୍ଦ୍ର ମହାରଣା, ବଳରାମ ଗୋପାଳ, ରାମଦାସ ଭତରl, ମୁରଲୀଧର ହରିଜନ,ସମ୍ବିଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ସେଭଳି ଝରୀଗାଁ ର ପାଞ୍ଚାୟତ ସମିତି ସହ ବିଭିନ୍ନ ସରକାରୀ ଅନୁଷ୍ଠାନ ସହ ବିଭିନ୍ନ ବିଭିନ୍ନ ସଙ୍ଘ ଏକତ୍ରିତ ହୋଇ ସାଧାରଣ ତନ୍ତ୍ର ଦିବସ ପାଳନ କରି ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!