72

ବଲାଙ୍ଗୀର ଜିଲ୍ଲାରେ ନିର୍ମାଣ ହେବ ପାର୍କ

ବଲାଙ୍ଗୀର୧୭/୨: ଜିଲ୍ଲାରେ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମାଣ ହେବ ପାର୍କ। ଏଥିପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଥିମ୍ସ ପାର୍କର ଶିଳାନ୍ୟାସ। ବଲାଙ୍ଗୀର ସ୍ଥାନୀୟ ବିଜାଖମନ ଠାରେ ଭବ୍ୟ ଆୟୋଜନରେ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି। ୨.୫ ଏକର ବିଶିଷ୍ଟ ଇଡିକୋ ଜମିରେ ନିର୍ମାଣ ହେବ ଥିମ୍ସ ପାର୍କ। ଯେଉଁଥିରେ ରହିବ, ଖାଦ୍ୟ ବ୍ୟବସ୍ଥା, ଖେଳିବା ବ୍ୟବସ୍ଥା ଏବଂ ଜଳକ୍ରୀଡ଼ାର  ମଧ୍ୟ ସୁବିଧା ରହିବ। ତେବେ ରାଜ୍ୟ ସରକାରଙ୍କ ଟୁରିଜିମ  ବିଭାଗ ସହ ଇଡିକୋ, ଜିଲ୍ଲା ପ୍ରଶାସନ ଓ ସ୍ବତଅଧିକାରୀଙ୍କ ମିଳିତ ସହଯୋଗରେ ହେବାକୁ ଯାଉଛିl

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!