24

ଜମ୍ମୁ-କଶ୍ମୀରରେ ଭୁକମ୍ପ ଝଟକା

ଜମ୍ମୁ ୭/୩: ଜମ୍ମୁ ଓ କଶ୍ମୀରରେ ରବିବାର ଭୁକମ୍ପର ଝଟକା ଅନୁଭବ ହୋଇଛି । ତେବେ କାହାର କୌଣସି କ୍ଷତି ହୋଇଥିବା ସୂଚନା ମିଳିନି । ସକାଳ ୪ଟା ୪୦ ମିନିଟରେ ଭୁକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୯ ରହିଥିଲା । ଭୂକମ୍ପର କେନ୍ଦ୍ର ଜମ୍ମୁ କଶ୍ମୀରରେ ଡୋଡା ଜିଲ୍ଲାରେ ଭାଲେସା ପାଖରେ ଜଣାପଡିଛି । କଶ୍ମୀରରେ ଗତ କିଛି ଦିନରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!