35

ରଜନୀକାନ୍ତଙ୍କୁ ଚଳିତବର୍ଷର ଦାଦାସାହେବ ଫାଲେକ ପୁରସ୍କାର

ମୁମ୍ବାଇ,୧ ।୪: ଅଭିନେତା ରଜନୀକାନ୍ତଙ୍କୁ ମିଳିବ ଚଳିତବର୍ଷର ଦାଦାସାହେବ ଫାଲେକ ପୁରସ୍କାର । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆୱାର୍ଡ ଘୋଷଣା କରିଛନ୍ତି । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ରଜନୀକାନ୍ତ ସମ୍ମାନିତ ହେବେ । ୫୧ତମ ଦାଦାସାହେବ ଫାଲେକ ଆୱାର୍ଡ ନେବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ୫ ଦଶନ୍ଧିର ଫିଲ୍ମ ଦୁନିଆରେ ରାଜ୍ କରୁଛନ୍ତି ଓ ଲୋକଙ୍କ ମନୋରଞ୍ଜନ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!