Odian News
101

ତୁଳସୀଙ୍କୁ ” ରଘୁବଂଶୀ ସମ୍ମାନ”

ବଲାଙ୍ଗୀର,୧/୫:ବଲାଙ୍ଗୀର ଜିଲ୍ଲା ମାଲପଡାର ସୁଶ୍ରୀ ତୁଳସୀ ମିଶ୍ରଙ୍କୁ ନାଟ୍ୟ ମହର୍ଷି ପ୍ରଡକ୍ସନ୍,ୟୁଟୁବ୍ ଚ୍ୟାନେଲ୍ , ପୁଡାପଦର,ଆଗଲପୁର,ବଲଙ୍ଗୀର ଅନୁଷ୍ଠାନ ଦ୍ବାରା ” ରଘୁବଂଶୀ ସମ୍ମାନ” ରେ ସମ୍ମାନୀତ କରାଯାଇଛି। ତାଙ୍କର କବିତାର ଶୀର୍ଷକ “ରାମ ନବମୀ” ଉଚ୍ଚ ପ୍ରଶଂସିତ ହୋଇପାରିଛି । ସେ ବର୍ତ୍ତମାନ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲଙ୍ଗୀରରେ ଅଧ୍ୟୟନରତ । ତାଙ୍କର ଏହି ସଫଳତା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!