36

ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ବିଦେଶ ମଦ ଜବତ,୨ ଗିରଫ

 

ବ୍ରହ୍ମପୁର- ୦୪ ।୦୫(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରୁ ୧ହଜାର ଲିଟର ସ୍ପିରିଟ,୧୨୯ ଲିଟର ବିଦେଶୀ ମଦ ସହ ବିଭିନ୍ନ କମ୍ପାନୀର ୫ହଜାର ଲେବଲ,ଠିପି ଓ ଏକ ଟାଟା ଏସି ଗାଡି ଜବତ କରିବା ସହ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ନୂଆଁ କାଳୁପତ୍ର ସାହିର ବାବୁ ପଣ୍ଡା ଓ ଶ୍ରୀଧର ସାହୁ।ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାମଲା ପଛରେ ଆଉ କେଉଁ ମାନଙ୍କର ହାତ ରହିଛି ତାହା ତଦନ୍ତ ଜାରି ରହିଥିବା ନେଇ ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!