31

ଅଦିନିଆ ବର୍ଷାରେ ଉବୁଟୁବୁ ରାଜନଗର ତହସିଲ, ବ୍ଲକ

ର।ଜନଗର,୪ା୫; ରାଜନଗର ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଗୋଟିଏ କ୍ୟାମ୍ପସରେ ରହିଛି । ସାମାନ୍ୟ ବର୍ଷାରେ ତହସିଲ କାର୍ଯ୍ୟାଳୟରେ ବର୍ଷାପାଣି ପଶିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟାଳୟ ନିକଟରେ ଥିବା ଡ୍ରେନଟି ପୋତି ହୋଇ ପଡୁଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ସାମାନ୍ୟ ବର୍ଷାରେ ବର୍ଷାଜଳ ଦୁଇରୁ ଅଢେଇ ଫୁଟ ଜମି ଯାଉଛି । ଅଫିସ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକେ ଓ କର୍ମଚାରୀ ଯିବା ଆସିବା କଷ୍ଟକର ହେଉଛି । ସୋମବାର ରାତିରେ ବର୍ଷା ଯୋଗୁଁ ଦୁଇଫୁଟରୁ ଉର୍ଦ୍ଧ୍ୱ ବର୍ଷାଜଳ ଜମି ରହିଥିଲା । ଅଗ୍ନିଶମ ବାହିନୀ ସହାୟତାରେ ଏହି ବର୍ଷାଜଳ ନିଷ୍କାସନ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!