43

ଭୁବନେଶ୍ଵର ଏସପ୍ଲାନେଡ ମଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳୁଛି ଟିକା

ଭୁବନେଶ୍ଵର,୮/୫:ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଭୁବନେଶ୍ବରସ୍ଥିତ ଏସପ୍ଲାନେଡ ମଲ ପାର୍କିଂରେ ଟିକା ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ଏଠାରେ ଟିକା ଦେବାକୁ ଆୟଜୋନ ହୋଏଛୀ । ଲୋକେ ଲାଇନରେ ଆସି ଟିକା ନେଇ ଯାଉଛନ୍ତି । ବିଏମସି ପକ୍ଷରୁ କୁହାଯାଇଛି ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଟିକା ଦେବାକୁ ସ୍ଲଟ ବୁକିଂ ହେଉଛି । ଯାହାର ସ୍ଲଟ ବୁକିଂ ହେଉଛି ତାକୁ ମେସେଜ ଯାଉଛି । ଯେଉଁମାନଙ୍କ ସ୍ଲଟ ଆବଂଟନ ହୋଇଥିବ, ସେମାନଙ୍କୁ ମଲ ପାର୍କିଂ ଅଞ୍ଚଳକୁ ଛଡାଯିବ ଏବଂ ସେମାନେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!