96

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ଯୁବ କଂଗ୍ରେସର ଚାରା ବଣ୍ଟନ

ବ୍ରହ୍ମପୁର,୨୦/୮(ମନୋଜ ପାତ୍ର):ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ ତମ ଜନ୍ମ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଚାରା ବଣ୍ଟନ ସହିତ ଚାରା ରୋପଣ କରାଯାଇଛି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ର ଯୁବ କଂଗ୍ରେସ କିପରି ସମୃଦ୍ଧ ହେବ ତା ଉପରେ ଆଲୋଚନା ମଧ୍ୟ କରାଯାଇଥିଲା ।ଏହି ଅବସରରେ ଯୁବ ନେତା ସିଦ୍ଧାନ୍ତ କୁମାର ସାହୁ,ଚିନ୍ମୟ କୁମାର ହୋତା ,ପ୍ରଭାକର ତ୍ରିପାଠୀ,ଭବାନୀ ସାହୁ,ରବି ଦାସ ,ଗଗନ କୁମାର ସାହୁ ,ସିଦ୍ଧାର୍ଥ ଦୋରା , ରୋଶନ ମହାନ୍ତିଙ୍କ ସମେତ ଅନ୍ୟ ଯୁବ ନେତା ଓ ଯୁବନେତ୍ରୀ ଯୋଗ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!