43

ନରସିଂହ ଭୋଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ୱର୯/୬ : ଆଇପିଏସ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନରସିଂହ ଭୋଳ କେନ୍ଦ୍ରାଞ୍ଚଳର ଆଇଜି ହୋଇଥିବା ବେଳେ ପୂର୍ବାଞ୍ଚଳର ଆଇଜି ହୋଇଛନ୍ତି ହିମାଂଶୁଲାଲ । ସେହିପରି ଦିପକ କୁମାର ଉତ୍ତରାଞ୍ଚଳର ଡିଆଇଜି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ରାଜକିଶୋର ପାଇକରାୟ ଦେବଗଡର ଏସପି ହୋଇଥିବା ବେଳେ ଦୀପ୍ତେଶ କୁମାର ପଟ୍ଟନାୟକ ଜେଲ ବିଭାଗର ଆଇଜି ହୋଇଛନ୍ତି । ଡି.ପି ତ୍ରିପାଠୀ କଟକ ରେଲୱେର ଏସପି ଭାବେ   ବଦଳି କରିଛନ୍ତି ରାଜ୍ୟ ସରକାର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!