21

ବୁଗୁଡା ବାର୍ର ୧୧ତମ ପ୍ରତିଷ୍ଠା ଦିବସରେ ଗଞ୍ଜାମ ବାର୍ ର ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ-୨୪/୭(ମନୋଜ କୁମାର ପାତ୍ର):ଆଜି ବୁଗୁଡ଼ା ବାର୍ ର ୧୧ତମ ପ୍ରତିଷ୍ଠା ଦିବସରେ ଗଞ୍ଜାମ ବାର୍ ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି,ଉପ ସଭାପତି ଭାଗୀ ରାଓ,ସମ୍ପାଦକ ପ୍ରଦୀପ ବେହେରା,ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଗଲା।ଏଥିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ବୁଗୁଡ଼ା ବାର୍ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ।ଏହି କାର୍ଯ୍ୟକ୍ରମ ରେ ବୁଗୁଡ଼ା ସଂଘ ସଭାପତି ହର ପ୍ରସାଦ ଦାସ,ସମ୍ପାଦକ ସିମଞ୍ଚଳ ଡାକୁଆ,ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ।ବୁଗୁଡ଼ା ବାର୍ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!