Odian News
20

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ Action Hero ଟିଜର

ନୂଆଦିଲ୍ଲୀ,09/10 : ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ Action Hero ଟିଜର । ଏହି ଫିଲ୍ମରେ ଆୟୁଷ୍ମାନ ସମ୍ପୂର୍ଣ୍ଣ ନୂତନ ଲୁକରେ ନଜର ଆସିବାକୁ ଯାଉଛନ୍ତି  । ଏହି ଟିଜରଟି ଭାଇରାଲ ହେବା ସହିତ ଦର୍ଶକଙ୍କ ଉକ୍ରଣ୍ଠା ବଢିବାରେ ଲାଗିଛି । ଏହି ଟିଜରଟିକୁ ଆୟୁଷ୍ମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି । ନୀରଜ ଯାଦବଙ୍କ ସହିତ ମିଳିତ ଭାବରେ ଏହି ଫିଲ୍ମର କାହାଣୀ ଲେଖିଛ ନିର୍ଦ୍ଦେଶକ ଅନିରୁଦ୍ଧ ଆୟର ।

 

View this post on Instagram

 

A post shared by Ayushmann Khurrana (@ayushmannk)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!