Odian News
25

ଆଜି ଜାତୀୟ ସମ୍ବିଧାନ ଦିବସ

ନୂଆଦିଲ୍ଲୀ ୨୬/୧୧: ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ପାଳନ କରାଯାଏ ଜାତୀୟ ସମ୍ବିଧାନ ଦିବସ । ୧୯୪୯ ମସିହା ନଭେମ୍ବର ଆଜିର ଦିନ ସମ୍ବିଧାନ ସଭା ଦ୍ୱାରା ଭାରତର ସମ୍ବିଧାନକୁ ସ୍ୱୀକୃତି ଦିଆଗଲା, ଯାହା ୧୯୫୦, ଜାନୁଆରୀ ୨୬ ତାରିଖରେ ପ୍ରଭାବକୁ ଆସିଲା । ଡ. ଭୀମରାଓ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ କୁହାଯାଏ । ସ୍ୱାଧୀନତା ପରେ କଂଗ୍ରେସ ସରକାର ଆମ୍ବେଦକରଙ୍କୁ ଭାରତର ପ୍ରଥମ ଆଇନ ମନ୍ତ୍ରୀ ରୂପେ ସେବା କରିବାକୁ ନିମନ୍ତ୍ରଣ ଦେଇଥିଲେ । ଅଗଷ୍ଟ ୨୯ ତାରିଖରେ ତାଙ୍କୁ ସମ୍ବିଧାନ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଭାରତୀୟ ସମ୍ବିଧାନର ସେ ଥିଲେ ମୁଖ୍ୟ ବାସ୍ତୁକାର । ମଜବୁତ ଓ ଏକଜୁଟ ଭାରତ ପାଇଁ ସେ ପରିଚିତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!