64

ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ

ଭୁବନେଶ୍ୱର, ୨୫/୯ : ବିଶିଷ୍ଟ ଗାୟକ ଏସ.ପି.ବାଲସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା । ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମର ସେ ଅନେକ ଗୀତ ଗାଇଥିଲେ । ମେନେ ପ୍ୟାର କିୟା, ହମ ଆପକେ ହେ କୌନ, ଏକ ଦୁଜେ କେ ଲିଏ ଫିଲ୍ମରେ ଗୀତ ପାଇଁ ସେ ପ୍ରସିଦ୍ଧ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!