47

ଅର୍ଥନୀତିରେ୨ ଆମେରିକୀୟଙ୍କୁ ନୋବେଲ

ନୂଆଦିଲ୍ଲୀ : ଅର୍ଥନୀତିରେ ୨୦୨୦ର ନୋବେଲ ପୁରସ୍କାର ମିଳିବ ୨ ଆମେରିକୀୟଙ୍କୁ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ଘୋଷଣା ହୋଇଥାଏ  । ଚଳିତ ଥର ଆମେରିକା ଷ୍ଟାନଫୋର୍ଡ ୟୁନିଭର୍ସିଟିର ପଲ ଆର.ମିଲଗ୍ରୋମ ଓ ରବର୍ଟ ବି.ୱିଲସନ୍‌ଙ୍କୁ ପ୍ରଦାନ କରାଯିବ। ‘ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସନ ଥିଓରି ଏଣ୍ଡ ଇନଭେନସନ ଅଫ ନ୍ୟୁ ଅକ୍ସନ ଫର୍ମାଟ୍‌ସ’ ଲାଗି ସେମାନଙ୍କୁ ନୋବେଲ ସମ୍ମାନରେ ସାମ୍ମାନିତ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!