33

ଡିସେମ୍ବରରୁ ଆରମ୍ଭ ହେବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୨୩/୧୦: ଡିସେମ୍ବରରୁ ଆରମ୍ଭ ହେବ ନୂଆ ସଂସଦ ଭବନ କାର୍ଯ୍ୟ । ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ । ସମ୍ପୂର୍ଣ୍ଣ ପେପର୍‌ ଲେସ୍‌ ହେବ ନୂଆ ସଂସଦ ଭବନ । ସମସ୍ତ ସାଂସଦଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ । ନିର୍ମାଣ କାର୍ଯ୍ୟ ପ୍ରସ୍ତୁତିକୁ ନେଇ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ନୂଆ ସଂସଦ ଭବନରେ ବହୁ ଅତ୍ୟାଧୁନିକ ସୁବିଧା ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!