376

ଓର୍କେଲ୍ ଥାନା ପକ୍ଷରୁ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି

ମାଲକାନଗିରି,୩୦/୧୦( ବଳରାମ ଭତ୍ରା/ଶ୍ରୀନିବାସ୍ ପଣ୍ତା ): ଗତ ୩୦/୦୭/୨୦୦୩ ରେ କାଲିମେଳା ଥାନା ରେ କାର୍ଯ୍ୟରତ ଥିବା ASI ସଦା ହନ୍ତାଳ ଓ କନେଷ୍ଟବଲ୍ ଆନନ୍ଦ ଦେବ ମଲ୍ଲିକ୍ ଗୋଟେ କେସ୍ ମାମଲା ନେଇ  ବେଜେୱଡା ରୁ ପେରୁଥିବା ସମୟରେ ମାଓବାଦି ମାନଙ୍କର ଆକ୍ରୋଶ ର ଶିକାର୍ ହୋଇଥିଲେ ।  ତାଙ୍କ ଗାଡିକୁ ଲେଣ୍ତମାଇଡ୍ ରେ ଉଡାଇ ଦେଇଥିଲେ ମାଓବାଦି । ଜେହେତୁ ସେମାନେ ଓର୍କେଲ୍ ର ବାସିନ୍ଦା ହୋଇଥିବାରୁ ଓର୍କେଲ୍ ଥାନା ତରପରୁ ଆଜି ସହିତ୍ ଦିବସ ପାଣନ କରାଯାଇଛି । ଏହିକାର୍ଯ୍ୟକ୍ରମରେ ଚିତ୍ରୋକଣ୍ତ‍ା SDPO ସୁନାରାମ ହେମ୍ରମ୍ ଓ ଓର୍କେଲ୍ ଥାନା ଆଇଆଇସି ସୁବେନ୍ଦୁ ସେଖର ତ୍ରିପାଠି ସହିଦ୍ ପରିବାର କୁ ସମବେଦନା ଜଣାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!