25

ଜାରି ହେଲା ଅନଲକ୍‌ ୬.୦‌ ଗାଇଡଲାଇନ୍

ଭୁବନେଶ୍ବର, ୩୧/୧୦ : ରାଜ୍ୟ ସରକାରଙ୍କ ଅନଲକ୍‌ ୬.୦‌ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଗାଇଡଲାଇନ୍‌ ଅନୁସାରେ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ସିନେମା ହଲ୍‌, ସୁଇମିଂ ପୁଲ୍‌ ଏବଂ ଅଡିଟୋରିୟମ୍‌। ସିନେମା ହଲ୍‌, ସୁଇମିଂ ପୁଲ୍‌ ଏବଂ ଅଡିଟୋରିୟମ୍ ଖୋଲିବା ନେଇ ନଭେମ୍ବର ୧୬ ତାରିଖରେ ନିଷ୍ପତ୍ତି ନିଆଯିବ। ବିବାହ କାର୍ଯ୍ୟରେ ଯୋଗ ଦେଇ ପାରିବେ ୨ ଶହ ଜଣ ବ୍ୟକ୍ତି । ଅନ୍ତିମ ସଂତ୍କାରରେ ଯୋଗ ଦେଇ ପାରିବେ ୫୦ ଜଣ ବ୍ୟକ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ ‌ଜାରି ରହିବ। ସେହିପରି ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ହଲ୍‌ ଭିତରେ କାର୍ଯ୍ୟକ୍ରମ ହୋଇପାରିବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!