20

କରୋନାରେ ଆକ୍ରାନ୍ତ ହେଲେ ନାସିରୁଦ୍ଦିନ ଶାହଙ୍କ ପୁଅ ଭିଭାନ ଶାହ

ମୁମ୍ବାଇ ୩/୧୧ : ବଲିଉଡ ଅଭିନେତା ଭିଭାନ ଶାହ କରୋନା ରେ ଆକ୍ରାନ୍ତ ହୋଇଛନ୍ତି । ଗତ ସପ୍ତାହରେ ଭିଭାନ୍ ଶାହଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଯାହା ପରେ ସେ କରୋନା ଟେଷ୍ଟ୍ କରିଥିଲେ । ଏଥିରେ ତାଙ୍କର ପଜିଟିଭ ଆସିଛି । ତେଣୁ ଭିଭାନ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!