96

ରହସ୍ୟ ଘେରରେ ପାଟନାଗଡ ମୃତ୍ୟୁ ; କାରଣ ଅସ୍ପଷ୍ଟ, ବଢୁଛି ରହସ୍ୟ

ବଲାଙ୍ଗିର ,୧୨/୧୧ : ବଲାଙ୍ଗୀର ପାଟଣାଗଡ ସଅଁରାରେ ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ପଟଣାଗଡରେ ପଂହଚିଛନ୍ତି ମୃତକଙ୍କ ୩ ସମ୍ପର୍କୀୟ ।  ଥାନାରେ ସେମାନଙ୍କୁ ପୁଲିସ ପଚରାଉଚରା କରୁଛନ୍ତି  । ସୂଚନାଯୋଗ୍ୟ ଯେ, ଗତକାଲି ପାଟଣାଗଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା । ଏମାନଙ୍କ ମଧ୍ୟରେ ୪ ନାବାଳକ ଥିଲେ  । କମ୍ବଳ ଘୋଡା ଅବସ୍ଥାରେ ଘରର ସବୁ ସଦସ୍ୟ ପଡିଥିଲେ । କମ୍ବଳରେ ରକ୍ତ ଛିଟା ଲାଗିଥିଲା ।  ବର୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡିନଥିବାରୁ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ ।  ଦୁର୍ବୃତଙ୍କୁ ଧରିବାକୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!