67

ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ

ସମ୍ବଲପୁର,୨୦ ।୧୧  : ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ । ତହସିଲ ଅଫିସ ଭିତରେ ପଶି ଅଜଣା ବ୍ୟକ୍ତି ନିଆଁ ଲଗାଇଥିବା ସୂଚନା ମିଳିଛି । ହଠାତ୍ ନିଆଁ ଲାଗିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁବୃର୍ତ୍ତ ଜଣକ ଅଟକ ଥିବା ଜଣାପଡିଛି । ତେବେ ଦୁବୃର୍ତ୍ତ ଜଣକ କାହିଁକି ତହସିଲରେ ନିଆଁ ଲଗାଇଥିଲେ, ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!