ଭୁବନେଶ୍ଵରର,୨୪/ ୧୧: କରୋନା ସଂକ୍ରମଣକୁ ଦୃଷ୍ଟିରରେ ରଖି ରାଜ୍ୟ ସରକାରଙ୍କ ନେଲେ ନିଷ୍ପତ୍ତି। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରରେ ଡଙ୍ଗା ଭସାଇବାକୁ ବାରଣ କରିବା ସହ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଇଡଲାଇନ୍ ଅନୁସାରେ ୩୦ ତାରିଖ ଦିନ ଡଙ୍ଗା ଭସା ଓ ଗାଧୋଇବା ଉପରେ କଟକଣା ଲଗାଇଛନ୍ତି ସରକାର। ଏଥିସହିତ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |