39

ପୁଣି ଭିଜିଲାନ୍ସ୍ ଜାଲରେ ଛନ୍ଦିହେଲେ ସରକାରୀ ବାବୁ

କଳାହାଣ୍ଡି,୨୮/୧୨(ସୁରେଶ ଚନ୍ଦ୍ର ସାହୁ):ପୁଣି ଭିଜିଲାନ୍ସ୍ ଜାଲରେ ଛନ୍ଦିହେଲେ ସରକାରୀ ବାବୁ I ଆୟଃ ବହିର୍ଭୂତ ସମ୍ପତି ଠୁଲ ଅଭିଯୋଗ ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଥୁଆପଦର ପଞ୍ଚାୟତ ର ପି.ଇ.ଓ ବାଲେଶ୍ବର ନାଏକ୍ I ତେବେ ଭବାନୀପାଟଣା ଗୋଦାମପଡା ସ୍ଥିତ ୩ ମହଲା କୋଠା ଓ ତାଙ୍କ ନିଜ ଗାଁ କଲମପୁର୍ ବ୍ଲକ୍ ଭେଲା ଗାଁ ସମେତ ପଞ୍ଚାୟତ ଅଫିରେ ରେ ଚଢାଉ କରିଛି ଭିଜିଲାନ୍ସ୍ I ଏନେଇ ନବରଙ୍ଗପୁର୍ ଡି.ଏସ୍.ପି ଙ୍କ ନେତୃତ୍ବରେ ଭିଜିଲାନ୍ସ ର ୨ଟି ଟିମ୍ ଚଢାଉ ଜାରି ରଖିଛି I ତେବେ ପ୍ରାଥମିକ ତଦନ୍ତ ରୁ ସୁନା ଗହଣା, ଜମି କାଗଜ ପତ୍ର ,ବିମା କାଗଜ ପତ୍ର, ଏ.ଟି.ଏମ୍ କାର୍ଡ୍ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି ଭିଜିଲାନ୍ସ୍ ଟିମ୍ I

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!