50

ରାବଣଗୁଡା କେନାଲ୍ ରୁ ଯୁବକଙ୍କ ମୃତଦେହ ଠାବ

କଳାହାଣ୍ଡି,୪/୧(ସୁରେଶ ଚନ୍ଦ୍ର ସାହୁ):ଯୁବକଙ୍କ ଗଳା କାଟି ହତ୍ୟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଦାବ୍ରିପଦର – ରାବଣଗୁଡା କେନାଲ କଡରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଧର୍ମଗଡ୍ ପୋଲିସ୍ । ତେବେ ମୃତକ ଜଣକ ଘୁମର ଗାଁର ଲିଲାନିଧି ସୁନାନୀ ବୋଲି ଜଣା ପଡି ଥିବା ବେଳେ OR 08 C 2005 ମଟର୍ ସାଇକେଲ୍ ଟି ଘଟଣା ସ୍ଥଳ ରୁ ଟିକିଏ ଦୂରରେ ଥିବା ସୂଚନା ମିଲିଛି । ଏନେଇ ମୃତ ବ୍ୟକ୍ତି ଙ୍କୁ କିଏ ଓ କାହିଁକି ହତ୍ୟା କଲା କାରଣ ଅଷ୍ପଷ୍ଟ ରହିଥିବା ସହ ପୋଲିସ ଘଟଣାଟିର ତଦନ୍ତ ଜାରି ରଖିଛି I

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!