କଳାହାଣ୍ଡି ,୬/୧: କଣ୍ଡରିପଦର ମୁଣ୍ଡରାଗୁଡା ବ୍ଲକ ଜୁନାଗଡ଼ରେ ଗଠିତ ତ୍ରିନାଥ ମାଝୀ ନାଟ୍ୟ ସଂସଦ । ଯାତ୍ରା ଶ୍ରୀ ଜୟ ଖଣ୍ଡୁଆଳ ବାବା ଭରସା ତ୍ରିନାଥ ମାଝୀ ନାଟ୍ୟ ସଂସଦ କଣ୍ଡରିପଦର ର ମାଁ ସରସ୍ଵତୀ ଦୁ ମହାନ୍ କାଳ୍ପନୀକ ନାଟକ ରାକ୍ଷୀ ହଜୀଗଳା ରାଜଧାନୀରେ ର ଲେଖକ କୃପାସିନ୍ଧୁ ମାଝୀ, ନାଟ୍ୟ ସଂସଦ ର ମହାନ୍ କିଳ୍ପନିକ ନାଟକ ରାକ୍ଷୀ ହଜୀଗଳା ରାଜଧାନୀରେ ରଚନା କୃପାସିନ୍ଧୁ ମାଝୀ ।
ଜିଲ୍ଲା କଳାହାଣ୍ଡି ସ୍ଥାପିତ ୫ ୦୪ ୨୦୧୭ ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି ନାଟକ ରାକ୍ଷୀ ହଜୀଗଳା ରାଜଧାନୀରେ ରଚନା କୃପାସିନ୍ଧୁ ମାଝୀ , ମେନେଜ୍ୟାର ସଚ୍ଚିଦାନନ୍ଦ କେତକି ସଭାପତି ସୁଧିର ପଟେଲ ବାଦ୍ୟଯନ୍ତ୍ର ଲକ୍ଷ୍ମଣ ମାଝୀ , ନାଟ୍ୟ ମୁଖ୍ୟ ପରିଚାଳକ କୈବଲ୍ୟ ପଟେଲ ୨୦ ଜଣକୁ ନେଇ ଗଠିତ ହୋଇଛି। ସୈଜନ୍ୟ କାମାକ୍ଷପ୍ରସାଦମାଝୀ । ନାଟ୍ୟ ସଂସଦ ର ହିରୋଇନ୍ ରାକ୍ଷୀ,ନାଟ୍ୟ ସଂସଦ ର ହିରୋ ଦୀପକ,
ନାଟକ ରାକ୍ଷୀ ହଜୀଗଳା ରାଜଧାନୀରେ ର ହିରୋଇନ୍ ଅଲିଭା ଆଉ ରାକ୍ଷୀ,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |