54

ବୋରିଗୁମ୍ମା ଛକରେ ରାସ୍ତା ରୋକ

କୋରାପୁଟ,୨୧/୧(ରଞ୍ଜିତ କୁମାର ପଣ୍ଡା):କୋରାପୁଟ ଜିଲା ବୋରିଗୁମ୍ମା ଠାରେ 11ଘଣ୍ଟା ସମୟରେ କଂ ଗ୍ରେସ ଦୋଳ ତୋରୋ ଫରୁ n. H. 26ଠାରେ ବୋରିଗୁମ୍ମା ଛକରେ ରାସ୍ତା ରୋକ କରାଯାଇଥିଲା ,ରାସ୍ତା ରୋକ କାରଣ ଏହା ଥିଲା କି ଆଜକୁ ପ୍ରାୟ ଏକ ସପ୍ତାହ ହେବ ଚାଷୀମାନେ ନିଜନିଜ ମଣ୍ଡିରେ ଧାନ ରଖି ରାତି ଦିନ ଯୋଗୀରହିଛନ୍ତି. ସେମାନଙ୍କ ଧାନ ନେବାକୁ କୌଣସି ବ୍ୟବସ୍ଥା ବ୍ୟବସ୍ଥା ନାହିଁ. କିନ୍ତୁ ପ୍ରତ୍ୟକ ଧାନ ମଣ୍ଡି ଠାରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପୋଡିରହିଅଛି. ଏହାର ପ୍ରତିବାଦରେ ଆଜି ବୋରିଗୁମ୍ମା ଠାରେ NH26 ଜାତୀୟ ରାଜପଥ କୁ କଂଗ୍ରେସ ଦଳ ତରଫରୁ ଅବରୋଧ କରାଯାଇଥିଲା. ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ରାସ୍ତା ରେ ବସିରହିଥିଲେ. ଫଳରେ ଶହ ଶହ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ ହୋଇ ସାତ ଘଣ୍ଟ ପର୍ଯ୍ୟନ୍ତ ଅସୁବିଧା ର ସମୁଖୀନ ହୋଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!