65

ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା, ୬ ଅଟକ

ନୂଆଦିଲ୍ଲୀ, ୨୪୦୧:  ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଜିନନ୍ଦାବାଦ ନାରା ଲାଗିଛି । ନୂଆ ଦିଲ୍ଲୀର ଖାନ୍ ମାର୍କେଟ ମୋଟ୍ରୋ ଷ୍ଟେସନ ବାହାରେ ଏହି ନାରା ଲାଗିଥିଲା । ସୂଚନା ମିଳିବା ପରେ ପୋଲିସ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ପହଁଚିଛନ୍ତି । ଶନିବାର ବିଳମ୍ବିତ ରାତ୍ରରେ ଏହି ନାରା ଲଗାଯାଇଥିଲା । ନାରା ଲଗାଇବା ଅଭିଯୋଗରେ ପୋଲିସ ୩ ଯୁବକ ଓ ୩ ଯୁବତୀଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!