Blog

ଗାଁ ଦାଣ୍ଡରେ ପାଣି, ନିଷ୍କାସନ ପାଇଁ ବିଡ଼ିଓଙ୍କୁ ଘେରିଲେ ମହିଳା

ରାଜକନିକା,୧/୯(ଓଡିଆନ ମିଡ଼ିଆ): ଗାଁ ଦାଣ୍ଡରେ ବର୍ଷା ପାଣି ମାସ ମାସ ଧରି ଜମି ରହୁଛି । ପାଣି ନିଷ୍କାସନର କୌଣସି ବ୍ୟବସ୍ଥା…

ବନ୍ୟାରେ ସ୍ମୃତି ହୋଇଗଲେ ଶ୍ରୃତିରେଖା

ରାଜକନିକା,୧/୯(ଓଡିଆନ ମିଡ଼ିଆ): ଜୀବନ କ’ଣ ଜାଣିବା ପୂର୍ବରୁ ମାତ୍ର ଦୁଇ ବର୍ଷ ବୟସରେ ଜୀବନ ହାରିଲେ ବାପା ମା’ଙ୍କର ଗେହ୍ଲାଝିଅ ଶ୍ରୃତି…

ବିଜେଡ଼ି ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶିଲେ ଦଳୀୟ କର୍ମୀ

ବ୍ରହ୍ମପୁର,୦୧/୦୯(ମନୋଜ ପାତ୍ର):ଗତକାଲି ବିଜେଡିର ଗଞ୍ଜାମ ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନଙ୍କ ଦେହାନ୍ତ ହୋଇଯାଇଛି। ଆଜି ବ୍ରହ୍ମପୁର ଭାବାନଗର ସ୍ଥିତ ବିଜୁ ଜନତା…

ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,୦୧/୦୯(ମନୋଜ ପାତ୍ର):ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟ ପରିସରରେ ଆଜାଦ ହିନ୍ଦୁ ବିକାଶ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି…

ଘର ଭିତରେ ଆଣ୍ଠୁଏ ପ।ଣି ,ମୁଣ୍ଡ ଗୁଞ୍ଜିବାକୁ ଜାଗା ନ।ହିଁ

ପଟ୍ଟାମୁଣ୍ଡାଇ ,୧/୯(ଓଡିଆନ ମିଡ଼ିଆ):କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମପଞ୍ଚାୟତର ବାଲିପାଟଣା ଗ୍ରାମ ଅନ୍ତର୍ଗତ ପବିତ୍ର ରାଉଳ ପିତା କୁଳମଣି ରାଉଳଙ୍କ…

ଉନ୍ମୋଚିତ ହେଲା ସୋରଡ଼ାର ଅଧିଷ୍ଠାତ୍ରୀ ମା’ କନ୍ଧୁଣି ଦେବୀଙ୍କ ଭଜନ କ୍ୟାସେଟ

ଗଞ୍ଜାମ,୦୧/୦୯(ମନୋଜ ପାତ୍ର):ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ସୋରଡ଼ାର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ କଣ୍ଟାପୀଡ଼ା ଯାତ୍ରା ଉପଲକ୍ଷେ ମା’ଙ୍କର ଗୁଣଗାଥା…

୫ ମାସ ପରେ ଆଜି ଖୋଲିବ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ।  ଦୀର୍ଘ ୫ମାସ ପରେ  କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା…

ରାଜ୍ୟରେ ଚିହ୍ନଟ ହେଲେ ୩୦୨୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୩୦୨୫ ଜଣ କରୋନା ଆକ୍ରାନ୍ତ…

ଅନ୍ତିମ ଯାତ୍ରାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧ /୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ଲୋଧି ରୋଡରେ କରାଯିବ…

ଆଜିଠୁ ଜେଇଇ ଓ ନିଟ୍ ପରୀକ୍ଷା

ଭୁବନେଶ୍ୱର, ୧/୯ : ଆଜିଠୁ ୬ ଦିନ ଯାଏ  JEE ମେନ୍‌ ପରୀକ୍ଷା ଚାଲିବ। ରାଜ୍ୟରେ ୭ଟି ସହରର ୨୬ଟି କେନ୍ଦ୍ରରେ…

error: Content is protected !!