କୋଭିଡ଼ କଟକଣା ମଧ୍ୟରେ ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ପାଳିତ ହେବ

କୋଣାର୍କ ୩୦।୧୧: କୋଭିଡ଼ କଟକଣା ମଧ୍ୟରେ ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ପାଳିତ ହେବ । ଚଳିତ ବର୍ଷ ଡିସେମ୍ବର ୧ରୁ୫…

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶରେ ବ୍ୟବହୃତ ଚନ୍ଦ୍ରସୂର୍ଯ୍ୟ ଗାଏବ

ପୁରୀ : ଶ୍ରୀମନ୍ଦିର ଗାରଦଘରୁ ଗାଏବ ହୋଇଯାଇଛି ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶରେ ବ୍ୟବହୃତ ଚନ୍ଦ୍ରସୂର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି…

ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ,୨୯/୧୧: ଆଜି   ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ । ଶ୍ରୀଅଙ୍ଗରେ ସୁବର୍ଣ୍ଣ କିଆ ଡାଳି ଭଳି…

ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ପୁରୀ,୨୮/୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଢିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ପ୍ରତ୍ୟୁଷରେ ଠାକୁରଙ୍କ ଅବକାଶ ନୀତି ବଢ଼ିଲେ ବେଶ…

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ କରୋନା କଟକଣା ପାଇଁ ଦର୍ଶନରୁ ବଞ୍ଚିତ ସାଧାରଣ ଭକ୍ତ

ପୁରୀ ୨୭।୧୧: ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଚଳିତବର୍ଷ ମହାମାରୀ କରୋନା…

ଆଜି ମହାପ୍ରଭୁଙ୍କ ବାଙ୍କଚୁଡା ବେଶ

ପୁରୀ,୨୬/୧୧: ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ। ଅବକାଶ ପରେ…

ଚଳିତଥର ହେବନି ପତିତପାବନଙ୍କ ବେଶ ,ସଂଗ୍ରହାଳୟରେ ରହିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ,୨୫/ ୧୧: ପୁରୀ: ଆଉ ତିନିଦିନ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ୧୯୯୩ ମସିହାରେ ଶେଷଥର ପାଇଁ ନାଗାର୍ଜୁନ ବେଶରେ…

ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ, ୨୫/ ୧୧: ଆଜି ଠାରୁ   ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। ପ୍ରଥମ ଦିନରେ ମହାପ୍ରଭୁଙ୍କର ଠିଆକିଆ ବା…

ଆଜି ପବିତ୍ର ଅଁଳା ନବମୀ : କୋଭିଡ଼ ପାଇଁ ଶ୍ରୀରାଧାଙ୍କ ପାଦ ଦର୍ଶନ ବନ୍ଦ

ପୁରୀ ୨୩।୧୧: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ପ୍ରତିବର୍ଷ ଆଜିର ଦିନରେ…

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ

ପୁରୀ,୨୨ ।୧୧ : ପୁରୀ ସାକ୍ଷୀଗୋପାଳର  ଗୋପାଳଜୀଉ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି ହୋଇଛି । ମନ୍ଦିର ଚାରିପାଖର ୨୦୦…

error: Content is protected !!