ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଣ୍ଟିଂ ସ୍ମଗଲିଂ ଗାର୍ଡ

ବାଲେଶ୍ୱର,୨୪/୦୬ : ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ । ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ…

ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ପୃଥିବୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ,୧୬/୦୬: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ପୃଥିବୀ-୨ର ରାତ୍ରିକାଳୀନ ପରୀକ୍ଷଣ ସଫଳ |ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ…

ଆଜି ବାଲେଶ୍ୱର ବନ୍ଦ, ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା

ବାଲେଶ୍ୱର ୧୬/୦୬: ଆଜି ବାଲେଶ୍ୱର ବନ୍ଦ| ଏସପିଙ୍କ ବଦଳି ଦାବିରେ ବାଲେଶ୍ୱର ସହରରେ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ…

ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,  ୧୩।୦୬ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର, ୦୭/୦୬: ବାଲେଶ୍ବର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । …

ହଷ୍ଟେଲ ଛାତରୁ ଖସି କଲେଜ ଛାତ୍ରୀ ମୃତ

ବାଲେଶ୍ବର, ୧୯।୫  : ବାଲେଶ୍ବରରେ ହଷ୍ଟେଲ ଛାତରୁ ଖସି ଜଣେ କଲେଜ ଛାତ୍ରୀଙ୍କ ଗୁରୁବାର  ମୃତ୍ୟୁ ଘଟିଛି। ମୃତ ଛାତ୍ରୀ  ଜଣକ…

ସ୍ୱାମୀ ଯାହା ଭାବିଥିଲେ ପୂରଣ କରିଛନ୍ତି ସ୍ତ୍ରୀ,ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା

ବାଲେଶ୍ୱର,୧୫/୦୫:  ଶେଷରେ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ। ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ…

ତରକାରୀରେ ଫିନାଇଲ,୧୦ ଛାତ୍ର ଅସୁସ୍ଥ

ବାଲେଶ୍ୱର ,୧୧/୩:ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ ଥିବା…

ବାଲେଶ୍ଵରରୁ ୨୬୦ ଗ୍ରାମ୍‌ର ଧଳା ଜହର ଜବତ

ବାଲେଶ୍ଵର , ୦୬/୦୩ : ବାଲେଶ୍ଵରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ ।  ଚଢ଼ାଉ କରି ଜବତ କରିଛି ଅବକାରୀ ବିଭାଗ ।…

ହରିୟାଣା ପୋଲିସ- ଗ୍ରାମବାସୀ ଧସ୍ତାଧସ୍ତି

ସୋର, ୨୩।୧ ଲୁଟ୍ ଅଭିଯୋଗରେ ଜଣକୁ ହରିୟାଣା ପୋଲିସ ଉଠାଇ ଆଣିବାକୁ ଷଠି ଗ୍ରାମବାସୀ ବିରୋଧ କରିଛନ୍ତି। ଏହାକୁ ନେଇ  ଖନ୍ତପଡା…

error: Content is protected !!